ଆପଣ ଜାଣିଛନ୍ତି କି?ଆପଣଙ୍କର ଜିଲ୍ଲା କେନ୍ଦ୍ରାପଡ଼ା ?
କେନ୍ଦ୍ରାପଡ଼ା ଓଡ଼ିଶାର କେନ୍ଦ୍ରୀୟ ଉପକୂଳବର୍ତ୍ତୀ ସମତଳ ଭୂମି, ଯାହା 20° 20′ ଉତ୍ତର ଏବଂ 20° 37′ ଉତ୍ତର ଅକ୍ଷାଂଶ ଏବଂ 86° 14′ ପୂର୍ବ ଏବଂ 87° 01′ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ। କେନ୍ଦ୍ରାପଡ଼ାରେ ପରିଦର୍ଶନ କରିବା ପାଇଁ ଅନେକ ସୁନ୍ଦର ସ୍ଥାନ ଅଛି କିନ୍ତୁ ଏପରି ଗୋଟିଏ ସ୍ଥାନ ଅଛି ଯାହାକୁ ଆପଣ ଜୀବନରେ ଥରେ ପରିଦର୍ଶନ ନିଶ୍ଚିତ କରନ୍ତୁ ହୁକିଟୋଲା କୋଠା ଏକ ପ୍ରାଚୀନ ସ୍ମାରକୀ ଯାହା 156 ବର୍ଷ ପୁରୁଣା, … Read more